ରାଜ୍ୟସଭାରୁ ଆପ୍ ସାଂସଦ ରାଘବ ଚଡ୍ଡା ନିଲମ୍ବିତ । ବିଶେଷ ଅଧିକାର ସମିତିର ରିପୋର୍ଟ ଆସିବା ଯାଏଁ ଆପ୍ ସାଂସଦ ନିଲମ୍ବିତ । ଦିଲ୍ଲୀ ସେବା ବିଲ ସିଲେକ୍ଟ କମିଟିକୁ ପଠାଇବା ପାଇଁ ରାଜ୍ୟସଭାରେ ଆଗତ ହୋଇଥିବା ପ୍ରସ୍ତାବରେ ରାଘବ ଦସ୍ତଖତ ଜାଲିଆତି କରିଥିବା ବିଜେପି ଅଭିଯୋଗ କରିଥିଲା । ବିଶୃଙ୍ଖଳିତ ଆଚରଣ ପାଇଁ ପୂର୍ବରୁ ଆପ୍ ସାଂସଦ ସଞ୍ଜୟ ସିଂଙ୍କୁ ରାଜ୍ୟସଭାରୁ ନିଲମ୍ବନ କରିଥିଲେ ସଭାପତି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ