ଟ୍ବିଟରରୁ ବିଦା ହେବା ପରେ ବି ମାଲାମାଲ୍ ପରାଗ । ସୋସିଆଲ ମିଡିଆ ହ୍ୟାଣ୍ଡେଲ ଟ୍ବିଟରର ମାଲିକ ଏଲନ ମସ୍କ 2 ଦିନ ତଳେ ସିଇଓ ସମେତ ଅନ୍ୟ 4 ଜଣଙ୍କୁ ବରଖାସ୍ତ କରିଥିବା ସୂଚନା ଦେଇଥିଲେ । ଏହା ପରେ ବି ମସ୍କ ପରାଗଙ୍କୁ ଦେବେ 400 କୋଟି ଟଙ୍କା । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ କେବଳ ପରାଗ ନୁହଁନ୍ତି ପାଖରେ ଅଛି ପ୍ରଚୁର ଟଙ୍କା । 400 କୋଟିରୁ ଅଧିକ ଟଙ୍କା ଗଣିବାକୁ ପଡିବ କେବଳ ପରାଗଙ୍କ ପାଇଁ । ଏହାସହ ଅନ୍ୟ 3 ଟପ୍ ଷ୍ଟାଫ୍ ଙ୍କୁ ମଧ୍ୟ ଦେବାକୁ ହେବ । ନେଡ୍ ସେଗଲଙ୍କୁ 300 କୋଟିରୁ ଅଧିକ ଓ ବିଜୟା ଗଡେଙ୍କୁ ମିଳିବ 140 କୋଟି ଟଙ୍କା ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ