ପୁଣି ବଦଳିଲା ଟ୍ବିଟରର ନିୟମ । ଏଣିକି ଟ୍ବିଟର ବ୍ୟବହାରକାରୀଙ୍କୁ ଦେବାକୁ ପଡିବ ଟଙ୍କା । ଟ୍ବିଟରରେ ବ୍ଲୁ ଟିକ୍ ପାଇଁ ଗଣିବାକୁ ପଡିବ ୮ ଡଲାର । ଭାରତୀୟ ମୂଲ୍ୟରେ ଟ୍ବିଟର ପାଇଁ ଦେବାକୁ ପଡିବ ପାଖାପାଖି ୬୦୦ ଟଙ୍କା । ଟ୍ବିଟର କିଣିବାର ୫ ଦିନ ପରେ ଏଭଳି ନୂଆ ନିୟମର ଘୋଷଣା କରିଛନ୍ତି ଏଲନ ମସ୍କ । ଦୁଇ ଦିନ ପୂର୍ବରୁ ଏନେଇ ବି ସଙ୍କେତ ଦେଇଥିଲେ ମସ୍କ । ନୂଆ ନିୟମ ଲାଗୁ ପରେ ସମଗ୍ର ବିଶ୍ବରୁ ଅଭିଯୋଗର ସ୍ବର ଉଠିଛି । ଯାହାର ଜବାବ ଦେଇ ମସ୍କ କହିଛନ୍ତି ଯେ ‘ଅଭିଯୋଗକାରୀ ଅଭିଯୋଗ ଜାରି ରଖ । ତଥାପି ତୁମକୁ ୮ ଡଲାର ଦେବାକୁ ହେବ ’ ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ