ଡ୍ରୋନ୍ କ୍ୟାମେରାରେ କଏଦ ହେଲା ମାଓବାଦୀଙ୍କ ଶବ ବୋହି ନେବାର ଚିତ୍ର । ଛତିଶଗଡ଼ ବିଜାପୁରରୁ ଆସିଲା ଦୃଶ୍ୟ । ଗତକାଲି ଛତିଶଗଡ଼ର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ବେଳେ ଯବାନଙ୍କ ସହ ମାଓବାଦୀଙ୍କ ଗୁଳି ବିନିମୟ ହୋଇଥିଲା । ମତଦାନ ଚାଲିଥିବା ବେଳେ ଯବାନମାନେ କମ୍ବିଂ ଅପରେସନ୍ କରିଥିଲେ । ଏହି ସମୟରେ ସିଆରପିଏଫର ୮୫ ବାଟାଲିୟନ୍ ସହ ଗୁଳି ବିନିମୟ ହୋଇଥିଲା । ଏଥିରେ ଯବାନଙ୍କ ଗୁଳିରେ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଆଉ ସାଥୀ ମାଓବାଦୀଙ୍କୁ ନେବା ପାଇଁ ମାଓବାଦୀମାନେ ଆସିଥିବା ବେଳର ଦୃଶ୍ୟ ଏବେ କ୍ୟାମେରାରେ କଏଦ ହୋଇଛି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ