ଆଗକୁ ଆସୁଛି ମହାଶିବରାତ୍ରୀ । ଏନେଇ ଆଠଗଡ ସିଂହନାଥ ପୀଠର ଟି-ସେତୁରେ ଯାନବାହାନ ଚଳାଚଳ ବନ୍ଦ ରହିବ । ୧୮ ତାରିଖ ଭୋର ୪ଟାରୁ ୧୯ ତାରିଖ ସକାଳ ୭ଟା ଯାଏଁ ଟି-ସେତୁ ଦେଇ ସମସ୍ତ ଯାନବାହାନ ଚଳାଚଳ ବନ୍ଦ ରହିବ । ଏହି ସେତୁ ଦେଇ ପ୍ରଶାସନ ପକ୍ଷରୁ ବାଉଁଶ ବାରିକେଡ କରାଯିବା ସହ ଉଭୟ ପଟର ୧୦ କିଲୋମିଟର ପରିଧି ଭିତରେ ଗାଡି ଚଳାଚଳ ବନ୍ଦ ରହିବ । ଜାଗର ଉପଲକ୍ଷେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତି ହୋଇଛି । ସାଧାରଣ ଭକ୍ତଙ୍କ ପାଇଁ ସବୁ ପ୍ରକାରର ବ୍ୟବସ୍ଥା ପାଇଁ ବି ନିଷ୍ପତି ହୋଇଛି ।
More Stories
ଗଜପତି ମହାରାଜାଙ୍କୁ ମିଳେ ଏପରି ଭେଟି
ଆଶ୍ବିନ ମାସରେ ଦେବୀ ଦୂର୍ଗାଙ୍କ ଶହସ୍ର କୁମ୍ଭାଭିଷେକ
କଳସ ଉପରେ କାହିଁକି ଦିଆଯାଏ ଆମ୍ବଡାଳ