() ମହାନଦୀ ମଝିରେ ଫସିଛନ୍ତି ୨ ହାତୀ । ବାଙ୍କୀ ଡମପଡ଼ା ବ୍ଲକ ଭଗିପୁର ନିକଟ ମହାନଦୀ ପଠାରେ ଦୁଇଟି ହାତୀ ଫସି ରହିଛନ୍ତି । ଦୁଇଟି ହାତୀ ଚନ୍ଦକା ଅଭୟାରଣ୍ୟରୁ ଆଠଗଡ଼ ସଂରକ୍ଷିତ ଜଙ୍ଗଲକୁ ଯାଉଥିବା ବେଳେ ଗଭିପୁର ନିକଟ ଏକ ଟାପୁରେ ଫସି ଯାଇଛନ୍ତି । ସ୍ଥାନୀୟ ଲୋକେ ହାତୀକୁ ଦେଖିବା ପରେ ବନ ବିଭାଗକୁ ଖବର ଦେଇଥିଲେ । ଭଗିପୁର ଓ ଚନ୍ଦକା ଡମପଡ଼ା ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀଙ୍କ ଗତିବିଧି ଉପରେ ଅନୁଧ୍ୟାନ କରୁଛନ୍ତି । ହାତୀଙ୍କୁ କୂଳକୁ ଆଣିବା ପାଇଁ ବନ ବିଭାଗ ପକ୍ଷରୁ ଉଦ୍ୟମ କରାଯାଉଛି ।
https://thetopmost.in/south-movie-kgf-has-released-today/
https://thetopmost.in/how-to-apply-sunscreen-lotion-to-your-face/
More Stories
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା
ନିର୍ଧୁମ ଛେଚିବ ବର୍ଷା, ଲଘୁଚାପ ପାଇଁ ରେଡ୍ ଆଲର୍ଟ ଜାରି