ମଝି ଆକାଶରେ ଦୁଇ ହେଲିକପ୍ଟର ମୁହାଁମୁହିଁ । ୨ ଆମେରିକୀୟ ବ୍ଲାକହକ୍ କେଣ୍ଟକିର ଟ୍ରିଗ୍ କାଉଣ୍ଟିରେ ଦୁର୍ଘଟଣାଗ୍ରସ୍ତ ହେଲା ହେଲିକପ୍ଟର । ଦୁର୍ଘଟଣାରେ ୯ ଯବାନ ସହିଦ ହୋଇଛନ୍ତି । ଫୋର୍ଟ କ୍ୟାମ୍ପବେଲର ପବ୍ଲିକ୍ ଆଫେୟାର୍ସ ଅଫିସ୍ କହିଛି ଯେ କ୍ରୁ ମେମ୍ବରମାନେ ୧୦୧ତମ ଏୟାରବୋର୍ଣ୍ଣ ଡିଭିଜନ ଦ୍ୱାରା ପରିଚାଳିତ ଦୁଇଟି ଏଚ୍ଏଚ୍ -୬୦ ବ୍ଲାକ୍ ହକ୍ ହେଲିକପ୍ଟର ଉଡ଼ାଉଥିଲେ । ବୁଧବାର ବିଳମ୍ବିତ ରାତିରେ କେଣ୍ଟକିର ଟ୍ରିଗ୍ କାଉଣ୍ଟିରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ