ମକର ସଂକ୍ରାନ୍ତି ହିନ୍ଦୁ ଧର୍ମର ଏକ ବଡ ପ୍ରବ ହୋଇଥିବାରୁ ଏହାର ଅନେକ ମହତ୍ତ୍ବ ରହିଛି । ଏହି ପର୍ବରେ ଅନେକ ବାରଣ ଅବାରଣ ମଧ୍ର ରହିଛି । ଏହି ପର୍ବ ବା ଓଷା ଯେଉଁମାନେ ପାଳିଥାନ୍ତି, ସେମାନେ ପିଆଜ ଏବଂ ରସୁଣ ଯୁକ୍ତ ଖାଦ୍ୟ ଖାଇବା ଅନୁଚିତ୍ । ଏବଂ ଶୁଦ୍ଧ ସାତ୍ତ୍ବିକ ଖାଦ୍ୟ ଖାଇବା ଉଚିତ୍ । ଜୀବନରୁ ସମସ୍ତ ପ୍ରକାରର ନକରାତ୍ମକ ଦୂର କରିବା ପାଇଁ କେହି କେହି ଏହି ପର୍ବରେ ପବିତ୍ର ନବୀମାନଙ୍କରେ ମଧ୍ୟ ବୁଡ ପକାଇଥାନ୍ତି । ତେବେ ମକର ସଂକ୍ରାନ୍ତି ପାଳୁଥିବା ବ୍ୟକ୍ତିବିଶେଷ ରାତ୍ରି ଭୋଜନ ଠାରୁ ଦୂରେଇ ରହିବା ଉଚିତ୍ । କାରଣ କାରଣ ଉପରୋକ୍ତ ଖାଦ୍ୟ ଖାଇବା ହଜମ ପ୍ରକ୍ରିୟାରେ ବାଧା ସୃଷ୍ଟି କରିପାରେ । ଏହାସହ ଗରିବ ଓ ଅଭାବୀ ଲୋକଙ୍କୁ ପୋଷାକ, ଖାଦ୍ୟ ଏବଂ ଟଙ୍କା ଦାନ କରାଯାଇଥାଏ । ପୁରାଣ ଅନୁଯାୟୀ ଏହି ଦିନ ଗାୟତ୍ରୀ ମନ୍ତ୍ର ଜପ କଲେ ଶୁଭଫଳ ମିଳିଥାଏ ବୋଲି ବିଶ୍ବାସ ରହିଛି ।
More Stories
ଗଜପତି ମହାରାଜାଙ୍କୁ ମିଳେ ଏପରି ଭେଟି
ଆଶ୍ବିନ ମାସରେ ଦେବୀ ଦୂର୍ଗାଙ୍କ ଶହସ୍ର କୁମ୍ଭାଭିଷେକ
କଳସ ଉପରେ କାହିଁକି ଦିଆଯାଏ ଆମ୍ବଡାଳ