ଭିସୁଟ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲାରେ ଆସିଲା ଡାଏଟମ ରିପୋର୍ଟ l ପାଣିରେ ବୁଡି ଚିନ୍ମୟୀଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି l ପୋଷ୍ଟମର୍ଟମ ରିପୋର୍ଟରେ ସମାନ ତଥ୍ୟ ଉଲ୍ଲେଖ ରହିଥିଲା । ପାଣିରେ ବୁଡି ଚିନ୍ମୟୀଙ୍କ ମୃତ୍ୟୁ ହୋଇଥିବା ଉଲ୍ଲେଖ ରହିଥିଲା । ଏବେ ଭିସେରା ରିପୋର୍ଟକୁ ଅପେକ୍ଷା କରିଛି ପୋଲିସ । ପୂର୍ବରୁ ଭିସୁଟ ଛାତ୍ରୀ ଚିନ୍ମୟୀ ସାହୁଙ୍କ ମୃତ୍ୟୁ ମାମଲାରେ ଯଦିଓ ତଦନ୍ତ ଚାଲିବ, ତଥାପି ହତ୍ୟା ନୁହେଁ ବୋଲି କହି, ଏକପ୍ରକାର ଗାର ଟାଣି ଦେଇଥିଲେ ସମ୍ବଲପୁର ଏସ୍ପି । ଏପଟେ ପୁରୁଷ ବନ୍ଧୁ ପ୍ରିତୀମାନ ଦେ ଏବଂ ମାନଓ ଟୁଡୁଙ୍କୁ ନୋଟିସ୍ ଦେଇ ଛାଡ଼ି ଦେଇଛି ପୁଲିସ୍ । ଆବଶ୍ୟକ ପଡ଼ିଲେ ଉଭୟଙ୍କୁ ପୁଣି ଥାନାକୁ ଡକାଯିବ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା