ବଡ଼ ଧରଣର ଅଘଟଣରୁ ବର୍ତ୍ତିଲେ BSF ଯବାନ ଓ ପୋଲିସ । ୨ଟି ଶକ୍ତିଶାଳୀ ଟିଫିନ୍ ବୋମାକୁ ନିଷ୍କ୍ରିୟ କରିଛନ୍ତି ଡିଭିଏଫ ଓ ଦଣ୍ଡାବାଡ଼ି BSF ଯବାନ । ସୂଚନା ଅନୁସାରେ କୋରାପୁଟ ଦଣ୍ଡାବାଡ଼ି BSF କ୍ୟାମ୍ପ ନିକଟ ଡୁମୁରିପଦର ରାସ୍ତା ପୋଲତଳେ ଟିଫିନ୍ ବୋମା ଖଞ୍ଜିଥିଲେ ମାଓବାଦି । କମ୍ବିଂ ଅପରେସନ୍ ପାଇଁ ଯାଉଥିବା ପୋଲିସ ଓ BSF ଯବାନଙ୍କୁ ଟାର୍ଗେଟ କରିଥିଲେ ମାଓବାଦୀ । ବିଏସଏଫ କ୍ୟାମ୍ପ ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ରାକଶେ କୁମାର ଓ ଡିଭିଏଫର ଆସିଷ୍ଟାଣ୍ଡ ନାରାୟଣ ରାଉତଙ୍କ ନେତୃତ୍ୱରେ ଉକ୍ତ ବୋମା ନିଷ୍କ୍ରିୟ କରାଯାଇଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା