The Topmost

“The eyes believe themselves, the ears believe other people.”

ବୃଦ୍ଧ ନିଖୋଜ, ନିମ୍ନଲିଖିତ ନମ୍ବରରେ ଯୋଗାଯୋଗ କରିବାକୁ ଅନୁରୋଧ

ଭୁବନେଶ୍ବରରୁ ବୃଦ୍ଧ ନିଖୋଜ । ୟୁନିଟ୍ 9 ଅଞ୍ଚଳର ଚନ୍ଦ୍ରମଣି ବେହେରା । ଗତ ରବିବାର ଦିନ ପ୍ରାୟ 10 ବେଳକୁ ବାଣୀ ବିହାର ଛକରୁ ଜଗତସିଂହପୁର ବାଇସମୌଜା ଯିବାର ଥିଲା । ତେବେ ସେ ବସ୍ ଯୋଗେ ଜଗତସିଂହପୁର ଅଭିମୁଖେ ଯାଉଥିବାବେଳେ ଗାଁରେ ପହଞ୍ଚି ନଥିବା ସୂଚନା ମିଳିଛି । ତେବେ ଜଦି କୌଣସି ବଦାନ୍ୟ ବ୍ୟକ୍ତିଙ୍କ ନଜରରେ ନିରୁଦ୍ଦିଷ୍ଟ ବ୍ୟକ୍ତି ଜଣଙ୍କ ପଡନ୍ତି ତେବେ 8926005157 ନମ୍ବରକୁ ଖବର ଦେବାକୁ ଅନୁରୋଧ ।