ଆଜି ଅରାହ୍ନରେ ନିର୍ବାଚନ କମିସନରଙ୍କ ପ୍ରେସମିଟ । ତିନି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିପାରନ୍ତି ନିର୍ବାଚନ ଆୟୋଗ । ନାଗାଲାଣ୍ଡ, ତ୍ରିପୁରା ଓ ମେଘାଳୟରେ ନିର୍ବାଚନ ତାରିଖ ଘୋଷଣା ହୋଇପାରେ । ଅପରାହ୍ନ ସାଢ଼େ ୨ଟାରେ ପୋଲ ପ୍ୟାନେଲର ପ୍ରେସ କନଫରେନ୍ସରେ ନିର୍ବାଚନ ତାରିଖ ଘୋଷଣା ହେବା ସମ୍ଭାବନା ରହିଛି । ନିର୍ବାଚନ ହେବାକୁ ଥିବା ପୂର୍ବୋତ୍ତରର ଏହି ତିନି ରାଜ୍ୟକୁ ନିର୍ବାଚନ କମିଶନଙ୍କ ଟିମ୍ ୪ଦିନିଆ ଗସ୍ତ କରି ସ୍ଥିତି ସମୀକ୍ଷା କରିଥିଲେ । ଗସ୍ତ ପରେ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ସହ ବୈଠକ କରିଥିଲା ଟିମ ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ