ହକି ବିଶ୍ବକପ୍ ପାଇଁ ଖର୍ଚ୍ଚ ହେବ ହଜାରେ କୋଟି ଟଙ୍କା । କଟକ ବାରବାଟୀରେ ଆୟୋଜିତ ହେବ ହକି ବିଶ୍ୱ କପ୍ ଉଦଘାଟନୀ ଉତ୍ସବ । ୨୦୧୩ ଜାନୁଆରୀ ୧୧ରେ କଟକ ବାରବାଟୀ ଷ୍ଟାଡିୟମରେ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେବାକୁ ଥିବା ବେଳେ ଏନେଇ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ଉଦଘାଟନୀ ଉତ୍ସବରେ ଟିକେଟ ବ୍ୟବସ୍ଥା କରାଯିବ । ଏହା ସହ ବିଦେଶୀ ଖେଳାଳି ଓ ପର୍ଯ୍ୟଟକଙ୍କୁ ଅକୃଷ୍ଟ କରିବାକୁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି । ସେହିଭଳି ଚଳିତଥର ହକି ବିଶ୍ୱକପ୍ ପାଇଁ ୧ହଜାର ୯୮କୋଟି ଟଙ୍କା ଖର୍ଚ୍ଚ ଧାର୍ଯ୍ୟ ହୋଇଛି ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍