ରେଲଓ୍ଵେ କର୍ମଚାରୀଙ୍କ ପାଇଁ ଖୁସିର ଖବର । ବଢିବ ରେଳ କର୍ମଚାରୀଙ୍କ ବେତନ । ରେଲଓ୍ଵେର ପାଖାପାଖି ୮୦ ହଜାର କର୍ମଚାରୀଙ୍କ ବେତନ ବୃଦ୍ଧି ହେବ ବୋଲି ଘୋଷଣା କରିଛନ୍ତି ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ । ରେଳ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତାମୂଳକ ବଢାଇବା ଏବଂ କାମର ପାହ୍ୟାକୁ ସମାପ୍ତ କରିବାକୁ ସରକାର ଏହି ପଦକ୍ଷେପ ଉଠାଇଛନ୍ତି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ