ପ୍ରମିଳା ମଲ୍ଲିକଙ୍କୁ ୨ ବିଭାଗର ଦାୟିତ୍ୱ । ୨ଟି ବିଭାଗର ଅତିରିକ୍ତ ଦାୟିତ୍ୱ ତୁଲାଇବେ ରାଜସ୍ୱ ମନ୍ତ୍ରୀ ପ୍ରମିଳା । ଗଣଶିକ୍ଷା ଓ ଶ୍ରମ ବିଭାଗ ଦାୟିତ୍ୱରେ ରହିବେ ପ୍ରମିଳା ମଲ୍ଲିକ । ଗତକାଲି ଇସ୍ତଫା ଦେଇଥିଲେ ନିମାପଡା ବିଧାୟକ ତଥା ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଓ ପୋଲସରା ବିଧାୟକ ତଥା ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ । ଏହାପରେ ଆଜି ପ୍ରମିଳାଙ୍କୁ ଏହି 2 ବିଭାଗର ଦାୟିତ୍ବ ମିଳିଛି । ମନ୍ତ୍ରୀଙ୍କ ଇସ୍ତଫା ପରେ ଖାଲିପଡିଥିଲା ବିଭାଗ ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍