ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଭାରତୀୟ ରେଲୱେ ପକ୍ଷରୁ ପ୍ରମୁଖ ଧାର୍ମିକ ସ୍ଥଳୀ ଗୁଡିକୁ ପର୍ଯ୍ୟଟକଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଚାଳନା ଆରମ୍ଭ କରିଛି । ଏଥିରେ ଓଡିଶା ମଧ୍ୟ ରହିଛି । ଉତ୍ତରପ୍ରଦେଶ, ବିହାର, ଝାଡଖଣ୍ଡ ଓ ଓଡିଶାର ପ୍ରସିଦ୍ଧ ଧାର୍ମିକ ସ୍ଥଳକୁ ଭାରତୀୟ ରେ ବିଭାଗ ଟ୍ରାଭେଲ ପ୍ୟାକେଜ୍ ଆରମ୍ଭ କରିଛି । ପୁରୀ ଧାମର ଶ୍ରୀ ଜଗନ୍ନାଥ ମନ୍ଦିର ଏହାର ପ୍ରମୁଖ ଆକର୍ଷଣ ରହିଛି । ଏହାସହ କୋଣାର୍କ ସୂର୍ଯ୍ୟ ମନ୍ଦିର. ଭୁବନେଶ୍ୱର , କାଶୀ, ବୈଜନାଥ ଧାମ ଓ ଗୟା ମଧ୍ୟ ଏହି ଯାତ୍ରାରେ ସାମିଲ ହୋଇଛି । ଏହି ଟ୍ରେନ୍ ଯାତ୍ରାରେ ଯାତ୍ରୀମାନେ ଭାରତ ଗୌରବ ଟୁରିଷ୍ଟ ଟ୍ରେନ୍ ରେ ଯାତ୍ରା କରିବାର ସୁଯୋଗ ପାଇବେ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା