public librery oped by bihar lecturer

ପବ୍ଲିକ୍‌ ଲାଇବ୍ରେରୀ

ଅନେକ ସମୟରେ ଦେଖିବାକୁ ମିଳିଥାଏ କି ବହିର ଅଭାବ ପାଇଁ କେତେକ ଛାତ୍ର ଅଧାରୁ ପାଠ ଛାଡନ୍ତି ଅଥବା ଅନେକ ବାଧାର ସମ୍ମୁଖୀନ ହୋଇଥାଆନ୍ତି । ବିହାରର ଜଣେ ଜିଲ୍ଲାପାଳ ଏଭଳି ପିଲାଙ୍କ ପାଇଁ ମସିହା ସାଜିଛନ୍ତି । ବିଭିନ୍ନ ବର୍ଗର ଲୋକଙ୍କ ସାହାଯ୍ୟ ପାଇଁ ସେ ଏକ ପବ୍ଲିକ୍‌ ଲାଇବ୍ରେରୀ ଖୋଲିବାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ସେ ଏହି ଯୋଜନାକୁ ସଫଳ କରିବା ପାଇଁ ଏକ ପୁସ୍ତକ ଦାନ ମହାଭିଯାନ ଲଞ୍ଚ କରିଛନ୍ତି । ସେ ଏକ ଗାଡି ଲଞ୍ଚ କରିଛନ୍ତି ଯାହା ବିଭିନ୍ନ ପ୍ରକାରର ବହି ସଂଗ୍ରହ କରିବ । ଏହି ଗାଡି ବିଭିନ୍ନ କମ୍ପିଟେଟିଭ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କ ଠାରୁ ସେମାନଙ୍କର ଖାତା ଓ ବହି ସଂଗ୍ରହ କରିବ ଯାହା ଏଥିନିମନ୍ତେ ପ୍ରସ୍ତୁତ ହେଉଥିବା ଛାତ୍ରଙ୍କୁ ସାହାଯ୍ୟ କରିବ । କେବଳ ଯେ ଛାତ୍ର ତାହା ନୁହେଁ ଏହି ଲାଇବ୍ରେରୀରେ ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ପୁସ୍ତକ ରହିବ । http://thetopmost.in/?page_id=555

http://thetopmost.in/?p=924

http://thetopmost.in/?p=921

http://thetopmost.in/?p=908

ସମସ୍ତ ବହି ଏକାଠି କରିବା ପରେ ଏହାକୁ ବିଭିନ୍ନ ଲାଇବ୍ରେରୀ ସ୍ଥାନିତ କରାଯିବ । ବ୍ଲକ୍‌ ଓ ପଞ୍ଚାୟତ ଲେବୁଲ୍‌ରେ ମଧ୍ୟ ଏହାକୁ ଖୋଲାଯିବ ।

SHARE BY