The Topmost

“The eyes believe themselves, the ears believe other people.”

ନେପାଳରେ ଆଦିପୁରୁଷକୁ ବିରୋଧ

ଭାରତରେ ଚଳଚିତ୍ର ଆଦିପୁରୁଷକୁ ନେଇ ଯେତିକି ବିବାଦ ଦେଖାଦେଇଛି ନେପାଳରେ ମଧ୍ୟ ସେତିକି ବିରୋଧ କରାଯାଉଛି । ଚଳଚିତ୍ରର କାହାଣୀ, ଚିତ୍ରଣ ଓ କଳାକାରଙ୍କ ବେଶଭୂଷାକୁ ନେପାଳରେ ଆଦିପୁରୁଷ ଘୋର ବିରୋଧର ସାମ୍ନା ହେଉଛି । ଏବେ ନେପାଳ ପ୍ରେକ୍ଷାୟଳରେ ଚଳଚିତ୍ରକୁ ପ୍ରଦର୍ଶନ ନକରିବାକୁ ନିଷ୍ପତି ନିଆଯାଇଛି । କାଠମାଣ୍ଡୁ ମେୟର ରବିବାର ଏହି କଟକଣା ଲଗାଇଛନ୍ତି । ସେପଟେ ଛତିଶଗଡରେ ଆଦିପୁରୁଷର ପ୍ରଦର୍ଶନ ଉପରେ କଟକଣା ଲଗାଯିବା ନେଇ ଆଶଙ୍କା ବଢିଛି । ସାରା ରାଜ୍ୟରେ ଆରମ୍ଭ ହେଲାଣି ଜୋରଦାର ପ୍ରଦର୍ଶନ ।