The Topmost

“The eyes believe themselves, the ears believe other people.”

Harishankar

ନୃସିଂହନାଥ, ହରିଶଙ୍କର ପର୍ଯଟନସ୍ଥଳୀର ହେବ ନବକଳେବର

ନୃସିଂହନାଥ, ହରିଶଙ୍କର ପର୍ଯଟନସ୍ଥଳୀର ହେବ ନବକଳେବର । ଏହାର ବିକାଶ ପାଇଁ ଚୂଡାନ୍ତ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି ପର୍ଯ୍ୟଟନ ବିଭାଗ । ନୃସିଂହନାଥ ପାଇଁ ୧୫ କୋଟି, ଏବଂ ହରିଶଙ୍କର ପାଇଁ ୨୩ କୋଟି ଟଙ୍କା ସରକାର ବ୍ୟୟ ଅଟକଳ କରିଛନ୍ତି । ତେବେ ମୋଟ ୩ ଟି ପର୍ଯ୍ୟାୟରେ ଦୁଇ ମନ୍ଦିରର କାମ ହେବ । ପ୍ରଥମ ପର୍ଯ୍ୟାୟ କାମ ଚଳିତ ବର୍ଷ ଶେଷ ହେବାକୁ ଥିବାବେଳେ ଏହି ପର୍ଯ୍ୟାୟରେ ୪୦ କୋଟି ଖର୍ଚ୍ଚ ହେବ । ଖୁବ୍ ଶୀଘ୍ର ପୂର୍ତ୍ତ ବିଭାଗ ଟେଣ୍ଡର ଡାକିବ ବୋଲି ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ କହିଛନ୍ତି ।

SHARE BY