୨୦୦୯ ଡବଲ ମର୍ଡର କେସ ମାମଲା । ମୁମ୍ବାଇର ଏକ ସ୍ଵତନ୍ତ୍ର ସିବିଆଇ ଅଦାଲତ ୨୦୦୯ ଡବଲ ମର୍ଡର କେସରେ ଗ୍ୟାଙ୍ଗଷ୍ଟର ଛୋଟା ରାଜନ ଏବଂ ଅନ୍ୟ ତିନି ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ସ୍ଵତନ୍ତ୍ର ବିଚାରପତି ଏଏମ ପାଟିଲ ପ୍ରମାଣ ଅଭାବରେ ଅଭିଯୁକ୍ତମାନଙ୍କୁ ମୁକ୍ତ କରିଛନ୍ତି । ସେ କହିଛନ୍ତି ଯେ, ଅଭିଯୋଗକାରୀ ପକ୍ଷ ଅଭିଯୋଗକୁ ପ୍ରମାଣ କରିବାରେ ବିଫଳ ହୋଇଛନ୍ତି । ମାମଲାରେ ଯେଉଁମାନଙ୍କୁ ମୁକ୍ତ କରାଯାଇଛି ସେମାନଙ୍କ ମଧ୍ୟରେ ଅଛନ୍ତି ଛୋଟା ରାଜନ ସହିତ ମହମ୍ମଦ ଅଲି ଶେଖ, ଉମେଦ ଶେଖ ଏବଂ ପ୍ରଣୟ ରୟ ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ