ଦୋହାରୁ ବର୍ଷର ପ୍ରଥମ ବିଜୟ ଯାତ୍ରା ଆରମ୍ଭ କରିଛନ୍ତି ଜାଭଲିନ୍ ଥ୍ରୋୟର ନୀରଜ ଚୋପ୍ରା । ଦୋହାରେ ଚାଲିଥିବା ଡାଇମଣ୍ଡ ଲିଗରେ ଚମତ୍କାର ପ୍ରଦର୍ଶନ କରି ବିଜୟୀ ହୋଇଛନ୍ତି ଗୋଲ୍ଡେନ ବୟ ନୀରଜ । ପ୍ରଥମ ପ୍ରୟାସରେ ଜାଭେଲିନ୍ ୮୮.୬୭ ମିଟର ଦୂରତା ଫିଙ୍ଗି ଅନ୍ୟ ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇଛନ୍ତି ନୀରଜ । ଏହାସହ ଗତ ବର୍ଷ ବିଶ୍ୱ ବିଜୟୀ ହୋଇଥିବା ଏଣ୍ଡରସନ୍ ପିଟର୍ସଙ୍କୁ ପଛରେ ପକାଇଛନ୍ତି ନୀରଜ । ସେ ୨୦୧୮ରେ ପ୍ରଥମ ଥର ପାଇଁ ଏହି ପ୍ରତିଯୋଗୀତାରେ ସାମିଲ ହୋଇଥିଲେ । ସେତେବେଳେ ସେ ଚତୁର୍ଥ ସ୍ଥାନରେ ଥିଲେ ।
More Stories
କ୍ରିକେଟ୍ ତାରକାଙ୍କ ଉପରେ ଅଭିଯୋଗ, ମୋ ପୁଅର ଭବିଷ୍ୟତ..
ହନିମୁନ ପିରିୟଡ ଶେଷ ହେଲା, ଏବେ ବର୍ଡର-ଗାଭାସ୍କର ଟ୍ରଫି ପାଇଁ ବ୍ୟାଟିଂ କୋଚ୍ ହେବେ ଗମ୍ଭୀର..
ମ୍ୟାଚ୍ ଭିତରେ ବଜ୍ର ପଡି ଲେଜେଣ୍ଡାରୀ ଖେଳାଳୀଙ୍କ ଚାଲିଗଲା ଜୀବନ