The Topmost

“The eyes believe themselves, the ears believe other people.”

ଦିଲ୍ଲୀ ଜାମିଆ ନଗରରେ ଭୟାବହ ଅଗ୍ନିକାଣ୍ଡ

() ଦିଲ୍ଲୀ ଜାମିଆ ନଗରସ୍ଥିତ ଇଲେକ୍ଟ୍ରିକ୍‌ ମୋଟର ପାର୍କିଂରେ ଭୟାବହ ଅଗ୍ନିକାଣ୍ଡ । ଶତାଧିକ ଇ-ରିକ୍ସା ଏବଂ ଅନ୍ୟାନ୍ୟ ଗାଡ଼ି ପୋଡ଼ିଯାଇଛି ବୋଲି ଦିଲ୍ଲୀ ଅଗ୍ନିଶମ ସେବା କହିଛି । ଦିଲ୍ଲୀ ଅଗ୍ନିଶମ ବାହିନୀର ସୂଚନା ମୁତାବକ, ଜାମିଆ ନଗର ଅନ୍ତର୍ଗତ ମେନ୍‌ ତିକୋନା ପାର୍କରେ ଥିବା ଗାଡ଼ି ପାର୍କିଂ ସ୍ଥଳରେ ନିଆଁ ଲାଗିଛି ବୋଲି ଭୋର୍‌ ପ୍ରାୟ ୫.୦୨ ସମୟରେ ଫୋନ୍‌ ପାଇଥିଲୁ । ତୁରନ୍ତ ଘଟଣାସ୍ଥଳକୁ ସମୁଦାୟ ୭ଟି ଦମକଳ ପଠାଯାଇଥିଲା। କିଛି, ସମୟ ପରେ ନିଆଁ ଲିଭାଇ ଦିଆଯାଇଥିଲା। ଏହି ଅଗ୍ନିକାଣ୍ଡରେ କେହି ମୃତାହତ ‌ହୋଇଥିବାର ଖବର ଏପର୍ଯ୍ୟନ୍ତ ମିଳିନାହିଁ।

https://thetopmost.in/forget-things-is-good-for-brain/

https://thetopmost.in/raaj-yog-in-a-humans-astrological-zodiac-sign/