ଆଜି ତଦନ୍ତକାରୀ କମିଟି ନିକଟରେ ହାଜର ହେବେ ବ୍ରିଜ ଭୂଷଣ ଶରଣ ସିଂ । ଯୌନ କେଳେଙ୍କାରୀ ବିବାଦରେ ଫସିଥିବା ବ୍ରିଜଭୂଷଣଙ୍କ ଇସ୍ତଫା ଦାବିରେ ଦିଲ୍ଲୀରେ ଜୋରଦାର ବିକ୍ଷୋଭ ହେବା ପରେ ଗଠିତ ହୋଇଥିଲା କମିଟି । ସ୍ପୋର୍ଟସ୍ ଅଥରିଟି ଅଫ ଇଣ୍ଡିଆ କାର୍ଯ୍ୟାଳୟରେ ଉପସ୍ଥିତ ରହି ସେ ନିଜର ବୟାନ ରଖିବେ ବୋଲି ସୂଚନା ମିଳିଛି । ଜେରାବେଳେ ପୂର୍ବତନ ରେସଲର ବବିତା ଫୋଗାଟ ମଧ୍ୟ ଉପସ୍ଥିତ ରହିପାରନ୍ତି । ଗତମାସରେ ଦିଲ୍ଲୀ ଯନ୍ତରମନ୍ତରରେ ଯୌନ କେଳେଙ୍କାରୀ ଓ ଅର୍ଥ ତୋଷରପାତ ଅଭିଯୋଗ କ୍ରମେ ବଜରଙ୍ଗ ପୁନିଆ ଓ ବିନେଶ ଫୋଗାଟଙ୍କ ନେତୃତ୍ବରେ ହୋଇଥିଲା ବିକ୍ଷୋଭ ।
“The eyes believe themselves, the ears believe other people.”
More Stories
ଛତୁ ଭେଜ୍ ନା ନନଭେଜ୍
ଅତ୍ୟଧିକ ଆମ୍ବ ଖାଇଲେ ହୋଇଥାଏ ଏହି ସମସ୍ୟା
ଶ୍ରବଣ ଓ ବାକ୍ ଶକ୍ତିର ଅସୁବିଧା ପାଇଁ ଗୋଟିଏ ସମାଧାନ