କାଶ୍ମୀରରେ ଅନୁଷ୍ଠିତ ହେବ ଜି-୨୦ ଶିଖର ସମ୍ମିଳନୀ । ଦେଶର ୫୦ରୁ ଅଧିକ ସହରରେ ସମ୍ମିଳନୀ ନେଇ ପ୍ରସ୍ତୁତି ହୋଇଛି । ପ୍ରଥମ ଥର କୌଣସି ଜି-୨୦ ଅଧ୍ୟକ୍ଷ ଦେଶ ୫୦ରୁ ଅଧିକ ସହରରେ ଏହି ବୈଠକ କରିବାକୁ ଯାଉଛି । ୭୫ ବର୍ଷରେ ଭାରତର ସବୁଠାରୁ ବଡ ଅନ୍ତରାଷ୍ଟ୍ରୀୟ ଆୟୋଜନ ହେବାକୁ ଯାଉଛି ଜି-୨୦ ବୈଠକ । ଚୀନ ପୂର୍ବରୁ ୧୪ ଏବଂ ଇଣ୍ଡୋନେସିଆ ୨୦ରୁ ଅଧିକ ସହରରେ ଏହି ବୈଠକ ଆୟୋଜନ କରିସାରିଛି । ଡିସେମ୍ବର ୧ରୁ ଭାରତ ଜି-୨୦ର ଅଧ୍ୟକ୍ଷତା ଆରମ୍ଭ କରିବାକୁ ଯାଉଛି ।
“The eyes believe themselves, the ears believe other people.”
More Stories
ଅଧିକ ଚା ପିଉଥିଲେ ଜାଣନ୍ତୁ ଏହି ନିୟମ
ଛତୁ ଭେଜ୍ ନା ନନଭେଜ୍
ଅତ୍ୟଧିକ ଆମ୍ବ ଖାଇଲେ ହୋଇଥାଏ ଏହି ସମସ୍ୟା