ଟ୍ବିଟର, ଆମାଜନ ଓ ଜୋମାଟୋ ପରେ ଓୟୋରେ ହେବ ଛଟେଇ । ଆଇପିଓ ଆଣିବାକୁ ପ୍ରସ୍ତୁତ ହେଉଥିବା ଓୟୋ ଏବେ କମ୍ପାନୀରୁ କର୍ମଚାରୀ ଛଟେଇ କରିବାକୁ ବିଚାର କରୁଛି । ଏବେ କମ୍ପାନୀରେ ୩୭୦୦ କର୍ମଚାରୀ ରହିଛନ୍ତି । ଆଗାମୀ ଦିନରେ କମ୍ପାନୀ ମୋଟ କର୍ମଚାରୀରୁ ୧୦ ପ୍ରତିଶତ ଛଟେଇ କରିବାକୁ ଯୋଜନା କରୁଛି । ସେପଟେ କମ୍ପାନୀ ତରଫରୁ ଲୋକସଂପର୍କ ଓ ପରିଚାଳନା ପାଇଁ ୨୫୦ ଜଣ କର୍ମଚାରୀ ନିଯୁକ୍ତି କରିବାକୁ ଯାଉଛି । ଓୟୋ ତରଫରୁ କୁହାଯାଇଛି କି କମ୍ପାନୀର ସାଂଗଠନିକ ଢାଞ୍ଚାରେ ବ୍ୟାପକ ପରିବର୍ତ୍ତନ କରିବାକୁ ଯାଉଥିବାରୁ କମ୍ପାନୀ ତରଫରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।
More Stories
ସୋଲାର୍ ଏନର୍ଜିକୁ ନେଇ ବଡ ଘୋଷଣା, ଯୋଡି ହେଲା ଟାଟା ପାୱାର
ଏଲଆଇସି ବିମାକାରୀଙ୍କ ବଢିଲା ଚିନ୍ତା, ସରକାର ବିକିବେ ଅଂଶଧନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ