The Topmost

“The eyes believe themselves, the ears believe other people.”

ଟେଷ୍ଟରେ ବିଫଳଙ୍କୁ ଚାକିରିରୁ ବହିଷ୍କାର

ଭାରତୀୟ କମ୍ପାନୀ ଇନଫୋସିସ ଇଣ୍ଟର ନ୍ୟାସନାଲ ଫେସର ଆସେସମେଣ୍ଟ ପରୀକ୍ଷା ପାସ କରିବାରେ ଅସଫଳ ହୋଇଥିବା କର୍ମଚାରୀଙ୍କୁ ଚାକିରିରୁ ବାହାର କରିଦେଇଛି । ରିପୋର୍ଟ ଅନୁସାରେ କମ୍ପାନୀ କର୍ମଚାରୀଙ୍କ ପାଇଁ ଏକ ଟେଷ୍ଟ ରଖିଥିଲା । ଯେଉଁଥିରେ ପାସ ହୋଇପାରିନଥିବା କର୍ମଚାରୀଙ୍କୁ ବାହାର କରିଦିଆଯାଇଛି । ଏହି ଟେଷ୍ଟରେ ଫେଲ ହୋଇଥିବା ୬୦୦ କର୍ମଚାରୀଙ୍କୁ ଇନଫୋସିସ ଚାକିରିରୁ ବାହାର କରିଛି । ପୂର୍ବରୁ ୨୫୦ କର୍ମଚାରୀଙ୍କୁ ବାହାର କରିଦିଆଯାଇଥିଲା । ବର୍ତ୍ତମାନ ମୋଟ ବାହାର କରାଯାଇଥିବା କର୍ମଚାରୀଙ୍କ ସଂଖ୍ୟା ପୃଷ୍ଟି କରିବାକୁ କମ୍ପାନୀକୁ କୁହାଯାଇଛି । ହେଲେ କମ୍ପାନୀ ଏହାର ଖୁଲାସା କରିବାକୁ ବାରଣ କରିଛି ।

SHARE BY