ପ୍ରକାଶ ପାଇଲା ଜେଇଇ ମେନ ସେସନ ୨ ପରୀକ୍ଷା ଫଳ । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ରେଜଲ୍ଟ ପ୍ରକାଶ ପାଇଛି । ପରିକ୍ଷାର୍ଥୀଙ୍କ ସ୍କୋରକାର୍ଡ ଏବଂ କ୍ୟାଟେଗୋରୀ ଆଧାରରେ କଟ-ଅଫ୍ ଅଫିସିଆଲ ୱେବସାଇଟରେ ଉପଲବ୍ଧ ରହିଛି । ପରିକ୍ଷାର୍ଥୀମାନେ ଏନଟିଏର ଅଫିସିଆଲ ୱେବସାଇଟ୍ jeemain.nta.nic.in ଭିଜିଟ କରି ନିଜ ଫଳାଫଳ ଦେଖିପାରିବେ । ରୋଲ ନମ୍ବର ଏବଂ ଜନ୍ମ ତାରିଖ ସହାୟତାରେ ପରୀକ୍ଷାର୍ଥୀ ଓ୍ବେବସାଇଟରେ ଲଗଇନ କରି ନିଜ ସ୍କୋରକାର୍ଡ ଡାଉନଲୋଡ କରିପାରିବେ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା