ଚିନ୍ତା ବଢ଼ାଇଲାଣି ଏଚ୩ଏନ୨ ଭାଇରସ୍ । ରାଜ୍ୟରେ ଏହାରି ଭିତରେ ଚିହ୍ନଟ ହେଲେଣି ୫୯ ରୋଗୀ । ସିମଟମ ବଢ଼ୁଥିବାରୁ ବଢ଼ାଯିବ ଆଇଏଲଏସ ସର୍ଭିଲାନ୍ସ । ଏହା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଅନ୍ୟପଟେ ଡାକ୍ତରଙ୍କ ବିନା ପରାମର୍ଶରେ ଅଯଥା ମନଇଚ୍ଛା ଔଷଧ ଖାଆନ୍ତୁ ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । କୋଭିଡ ଏଚ୩ଏନ୨ ଭାଇରସର ଲକ୍ଷଣ ସମାନ ରହିଛି । ତେଣୁ କୋଭିଡ ନେଗେଟିଭ ଥିଲେ ସାମ୍ପୁଲ କଲେକ୍ଟ କରି ପଠାଯିବାକୁ କୁହାଯାଇଛି । ସିମଟମ ଥିଲେ ଟେଷ୍ଟ କରିବାକୁ ବିଜୟ ମହାପାତ୍ର ପରାମର୍ଶ ଦେଇଛନ୍ତି । ନିଜକୁ ଆଇସୋଲେଟ କରନ୍ତୁ । ଆତଙ୍କିତ ହେବାର ଆବ୍ୟଶକତା ନାହିଁ ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ