ପାକିସ୍ତାନରେ ଭୟଙ୍କର ବସ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୩୦ ଜୀବନ୍ତ ଦଗ୍ଧ ହୋଇଛନ୍ତି । ପଞ୍ଜାବର ପିଣ୍ଡି ଭଟିୟା ସହରରେ ଏହି ଦୁର୍ଘଟଣା ଘଟିଛି । ଚଳନ୍ତା ବସରେ ନିଆଁ ଲାଗିବାରୁ ୩୦ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ସେହିପରି ୭ଜଣ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ତେବେ ବସରେ ପାଖାପାଖି ୪୦ରୁ ଅଧିକ ଯାତ୍ରୀ ଥିଲେ । ଯାତ୍ରୀବାହୀ ବସଟି କରାଚିରୁ ଇସଲାମାବାଦ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ