ବିଧାନସଭାରେ ଉଠିଲା ବିଭିନ୍ନ ପର୍ଯ୍ୟଟନସ୍ଥଳୀର ବିକାଶ ପ୍ରସଙ୍ଗ । ପର୍ଯ୍ୟଟନସ୍ଥଳୀର ବିକାଶ ନେଇ ହୋଇଛି ଆଲୋଚନା । ୨୦୧୬ ମେକ୍ ଇନ୍ ଓଡ଼ିଶା ସିଙ୍ଗଲ ଓ୍ବିଣ୍ଡୋ କ୍ଲିୟରାନ୍ସ ଜରିଆରେ ୧୨୨ଟି ପର୍ଯ୍ୟଟନ ସ୍ଥଳୀରେ ବିକାଶ ପାଇଁ ଅନୁମୋଦନ ମିଳିଥିଲା । ଏଥିରେ ପଞ୍ଚ ତାରକା ହୋଟେଲ, ରିସର୍ଟ, ଓ୍ବାଟର ପାର୍କ, ହାଉସ ବୋଟ୍ ପରି ସୁବିଧା କରାଯିବ । ଏନେଇ ବିଧାନସଭାର ପ୍ରଶ୍ନକାଳରେ ଆଜି ଉତ୍ତର ରଖିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ ପାତ୍ର ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା