ଟ୍ରକ-କାର ମୁହାଁ ମୁହିଁ ଧକ୍କା । ଖୋର୍ଦ୍ଧା ୫୭ ନମ୍ବର ଜାତୀୟ ରାଜପଥରେ ସଡକ ଦୁର୍ଘଟଣା । ଘଟଣାରେ କାର ଡ୍ରାଇଭରଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଛି । ବିଳମ୍ବିତ ରାତିରେ କାରଟି ନୟାଗଡ ଅଭିମୁଖେ ଯାଉଥିବା ବେଳେ ବୋଲଗଡ ପଞ୍ଚୁକୋଟ ନିକଟରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାଗ୍ରସ୍ତ କାରଟିର ନମ୍ବର ଗୁଜରାଟରେ ପଞ୍ଜିକରଣ ହୋଇଛି । ତେଣୁ ମୃତକଙ୍କ ବାବଦରେ କୌଣସି ସୂଚନା ମିଳିପାରିନାହିଁ । ସେହିପରି କାରରେ କେଉଁ ସ୍ଥାନକୁ ଯାଉଥିଲେ ସେ ନେଇ ମଧ୍ୟ କୌଣସି ସୂଚନା ମିଳିପାରିନି ।
More Stories
ନିର୍ଧୁମ ଛେଚିବ ବର୍ଷା, ଲଘୁଚାପ ପାଇଁ ରେଡ୍ ଆଲର୍ଟ ଜାରି
ମାଗଣାରେ ଅପଡେଟ୍ କରିପାରିବେ ଆଧାର କାର୍ଡ୍
ଅତ୍ୟଧିକ କଖାରୁ ଡାଲମା ଖାଉଛନ୍ତି କି