ନୂଆ ବର୍ଷରେ ଶେଷ ହୋଇପାରେ ବିଟ୍ କଏନ୍ । ଦୁନିଆର ବଡ଼ ବ୍ୟାଙ୍କ ମଧ୍ୟରୁ ଏକ ଷ୍ଟାଣ୍ଡାର୍ଡ ଚାଟାର୍ଡ ଏଭଳି ଅନୁମାନ କରିଛି । ବ୍ୟାଙ୍କ ଏଭଳି ଅନୁମାନ କରିଛି ଯେ ନୂଆବର୍ଷରେ ବିଟକଏନ୍ ନିବେଶକଙ୍କୁ କ୍ଷତି ସହିବାକୁ ପଡ଼ିପାରେ । କାରଣ ଏହାର ଦାମ୍ ୭୦ ପ୍ରତିଶତ ହ୍ରାସ ହୋଇପାରେ । ବ୍ୟାଙ୍କ କହିଛି ଯେ ୨୦୨୩ରେ ବିଟକଏନର ଦାମ୍ ୫ ହଜାର ଡଲାର ପାଖାପାଖି ଆସିପାରେ । ଯାହାକି ବର୍ତ୍ତମାନ ସମୟରେ ୧୭,୫୦୦ ଡଲାର ପାଖାପାଖି ରହିଛି । ବ୍ୟାଙ୍କର ଗ୍ଲୋବାଲ୍ ହେଡ୍ ଅଫ୍ ରିସର୍ଚ୍ଚ ଏରିକ୍ ରବର୍ଟସନ କହିଛନ୍ତି ଯେ ଡିଜିଟାଲ ସୁନାରେ ନିବେଶ ଫଳରେ ବିଟକଏନ ଦାମରେ ହ୍ରାସ ସମ୍ଭାବନା ରହିଛି । ଯେତେବେଳେ କି ସୁନା ଦାମ୍ରେ ୩୦ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିପାରେ । ଅର୍ଥନୀତିରେ ଅସ୍ଥିରତା ଏବଂ ଡିଜିଟାଲ ସମ୍ପତ୍ତିରେ ଲୋକଙ୍କ ବିଶ୍ବାସ ପାଉନଥିବା ଏହାର କାରଣ ହୋଇପାରେ ବୋଲି କହିଛନ୍ତି ରବର୍ଟସନ ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ