- ଟିକା କୋଭୋଭାକ୍ସକୁ ଗ୍ରୀନ୍ ସିଗନାଲ । ପିଲାଙ୍କ ପାଇଁ ତୃତୀୟ ଟିକାକୁ ମିଳିଲା ଅନୁମତି । ୭ ରୁ ୧୧ ବର୍ଷ ପିଲାଙ୍କ ପାଇଁ କୋଭୋଭାକ୍ସ ଟିକାକୁ ଅନୁମୋଦନ କରିଛି ଏକ୍ସପର୍ଟ ପ୍ୟାନେଲ । ଏକ୍ସପର୍ଟ ପ୍ୟାନେଲ ନିଷ୍ପତ୍ତିରେ ମୋହର ପାଇଁ ଡିସିଜିଆଇକୁ ପଠାଯାଇଛି । ଏପ୍ରିଲରେ ପିଲାଙ୍କ ପାଇଁ କୋଭାକ୍ସିନକୁ ଅନୁମତି ଦେଇଥିଲା ଡିସିଜିଆଇ । ତେବେ ଜାଇକୋଭ-ଡିକୁ ମଧ୍ୟ ଡିସିଜିଆଇ ଅନୁମତି ଦେଇଛି ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ