The Topmost

“The eyes believe themselves, the ears believe other people.”

କାର୍ଲିଫର୍ଣ୍ଣିଆରେ ବନ୍ୟା ବିଭିଷୀକା

ଆମେରିକାର କାର୍ଲିଫନିଆରେ ବନ୍ୟା ବିଭିଷୀକା । ପ୍ରଥମେ ବରଫ ଝଡ ଓ ଏବେ ବନ୍ୟା ଆମେରିକାବାସୀଙ୍କ ଜୀବନକୁ ଦୁର୍ବିସହ କରିପକାଇଛି । ରାସ୍ତାଘାଟ, ଘରଦ୍ୱାରା ଯୁଆଡେ ଚାହିଁବ ସିଆଡେ ଖାଲି । ପୂରା ସହର ଏବେ ବନ୍ୟା ଜଳରେ ବୁଡିରହିଛି । ପରିସ୍ଥିତିରେ ଏମିତି ହୋଇଛି ଯେ, ହଠାତ୍ ବନ୍ୟା ଆସିବା ଫଳରେ ରାସ୍ତାରେ ଥିବା ଅନେକ ଲୋକେ ନିଜ ଗାଡିରେ ପଶିରହିଛନ୍ତି । ଲୋକଙ୍କୁ ଉଦ୍ଧାର ପାଇଁ ହେଲିକ୍ୟାପ୍ଟରକୁ ନିୟୋଜିତ କରାଯାଇଛି । ପୋଲିସ ମଧ୍ୟ ବୁଡି ଯାଉଥିବା କାରରୁ ଲୋକଙ୍କୁ ଉଦ୍ଧାର କରିବାରେ ଲାଗିଛି ।

SHARE BY