The Topmost

“The eyes believe themselves, the ears believe other people.”

କଳାହାଣ୍ଡିରୁ ୨ ନକଲି ମାଓବାଦୀ ଗିରଫ

କଳାହାଣ୍ଡି ଥୁଆମୂଳ ରାମପୁର ବ୍ଲକ୍‌ରୁ ୨ ନକଲି ମାଓବାଦୀ ଗିରଫ । ଏମାନେ ବିଭିନ୍ନ ବ୍ୟବସାୟୀ ତଥା ଠିକାଦାରମାନଙ୍କୁ ମାଓବାଦୀ ନାଁରେ ଟଙ୍କା ମାଗୁଥିବା ଅଭିଯୋଗ ହୋଇଥିଲା । ଫଳରେ ୨ ଜଣଙ୍କୁ ଗିରଫ କରାଯାଇଥିବା ନେଇ କଳାହାଣ୍ଡି ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସଂପୃକ୍ତ ଦୁଇ ଜଣ ବିଭିନ୍ନ ଲୋକଙ୍କଠାରୁ ପ୍ରାୟ ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କା ନେଇଥିବା ସୂଚନା । ଦୁହିଁଙ୍କ ନାଁରେ ବିଭିନ୍ନ ଥାନାରେ ପ୍ରାୟ ୫ଟିରୁ ଅଧିକ କେସ୍ ରହିଛି । ତାଙ୍କ ନିକଟରରୁ ୩ଟି ମୋବାଇଲ ଫୋନ୍, ୧ ଲକ୍ଷ ନଗଦ ଟଙ୍କା, ଗୋଟିଏ ବାଇକ୍ ଏବଂ ଗୋଟିଏ ଅର୍ଦ୍ଧନିର୍ମିତ ଘର ଜବତ ହୋଇଛ