ଗଳି କନ୍ଦିରେ ଚେକିଂ କରି ନିଶାଡିଙ୍କୁ ସାବାଡ଼ କରୁଛି ପୋଲିସ । ଭୁବନେଶ୍ବରରେ କମିଶନରେଟ ପୋଲିସର ସ୍ପେଶାଲ ଡ୍ରାଇଭ । ଯେଉଁ ଜାଗାରେ ଖଟି ବା ରାସ୍ତା କଡରେ ମଦ୍ୟପାନ କରିଵାର ଦେଖା ଯାଉଛି ସେମାନଙ୍କ ଠାରୁ ମୋଟା ଅଙ୍କର ଫାଇନ କଟାଯାଉଛି । ଗତକାଲି କମିଶନରେଟ ପୋଲିସ ପକ୍ଷରୁ ରାଜଧାନୀର ବିଭିନ୍ନ ଗଳିକନ୍ଦିରେ ବାଇକ ପେଟ୍ରୋଲିଂ କରୁଛି ପୋଲିସ। ବିଭିନ୍ନ ଖଟି ଓ ନିଛାଟିଆ ସ୍ଥାନରେ ଖଟି କରୁଥିବା ନିଶାଡୀଙ୍କଠୁ ଫାଇନ ଆଦାୟ କରାଯାଉଛି। ଏହି ଭଳି ପ୍ରୟାସ ଦ୍ୱାରା ଚୋରି, ଛୀନତାଇ ଓ ଲୁଟ୍ ଆଦି କମିବ ବୋଲି କହିଛି କମିଶନରେଟ ପୋଲିସ ।
More Stories
ମିଳିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା, ଆଗୁଆ କରନ୍ତୁ କେୱାଇସି ଅପଡେଟ୍
ବଢିବ ଅଙ୍ଗନୱାଡି କର୍ମଚାରୀଙ୍କ ଦରମା
କୋଲ୍ ହପର୍ ଖସି ଶ୍ରମିକ ଆହତ