ଦିନକୁ ଦିନ ବଢିବାରେ ଲାଗିଛି ଧଳାଜହର କାରବାର । ଏହାରିଭିତରେ ଖୋର୍ଦ୍ଧାରୁ ପୁଣି ଜବତ ହୋଇଛି ବିପୁଳ ପରିମାଣର ବ୍ରାଉନସୁଗାର । ୧ କେଜି ୩୦ ଗ୍ରାମ୍ର ବ୍ରାଉନ୍ସୁଗର ଜବତ କରିବା ସହ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଏସଟିଏଫ୍ । ଗିରଫ ୪ ଅଭିଯୁକ୍ତ କୋଚିଳାବଣର ରାକେଶ କୁମାର ବାରିକ ଓ ବିରଞ୍ଚିନାରାୟଣ ସାହୁ ଏବଂ ଅନ୍ୟ ଦୁଇ ଅଭିଯୁକ୍ତ ସାମନ୍ତରାପୁରର ଜଗବନ୍ଧୁ ବିଶ୍ବାଳ ଓ ସନ୍ତୋଷ ରାଉତରାୟ ବୋଲି ଜଣାପଡିଛି । NDPS ଦ୍ବାରା ମାମଲା ରୁଜୁ ହୋଇ ଗିରଫ ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍