The Topmost

“The eyes believe themselves, the ears believe other people.”

ଏପ୍ରିଲ ୧୧ ତାରିଖରୁ ସକାଳୁଆ ସ୍କୁଲ

ଏପ୍ରିଲ ୧୧ ତାରିଖରୁ ସକାଳୁଆ ହେବ ସ୍କୁଲ । ସକାଳ ୭ଟାରୁ ୧୧ଟା ୩୦ ଯାଏଁ ହେବ ପାଠପଢା । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ହେବ ପାଠପଢା । ସକାଳୁଆ ଚାଲିବ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ । ଏନେଇ ସୂଚନା ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ସ୍ଥଳବିଶେଷରେ ସମୟ ପରିବର୍ତ୍ତନ ହୋଇପାରିବ । ଜିଲ୍ଲାପାଳ ସ୍କୁଲର ସ୍କୁଲର ସମୟ ନିର୍ଘଣ୍ଟ କରିପାରିବେ । ଏହାସହ ସ୍କୁଲରେ ସ୍ୱଚ୍ଛ ପାନୀୟ ଜଳ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ରହିଛି ।