ଏନସିବିର ପୂର୍ବତନ ଅଧିକାରୀ ସମୀର ୱାଙ୍ଖଡେଙ୍କୁ ହତ୍ୟା ଧମକ । ତାଙ୍କୁ ସୋସିଆଲ ମିଡିଆରେ ଜୀବନରୁ ମାରିଦେବାକୁ ଧମକ ମିଳିଛି । ତେବେ ଘଟଣାକୁ ନେଇ ସମୀର ମୁମ୍ବାଇ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି । ଏହାସହ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି । ମୁମ୍ବାଇ କ୍ରୁଜରେ ଘଟଣାରେ ଆର୍ୟନ ଖାନଙ୍କୁ ଗିରଫ କରିବା ପରେ ସମୀର ୱାଙ୍ଖଡେ ଗୋଟେ ପରେ ଗୋଟେ ସମସ୍ୟାରେ ପଡୁଛନ୍ତି । ନିକଟରେ ଜାତି ପ୍ରମାଣପତ୍ର ମାମଲାରେ ତାଙ୍କୁ କ୍ଲିନଚିଟ୍ ମିଳିବା ପରେ ଏବେ ତାଙ୍କ ଆଗରେ ଆଉ ଏକ ବଡ ସମସ୍ୟା ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ