ସାମ୍ବାଦିକଙ୍କ ଉପରେ ରାଗିଗଲେ ଏଲନ ମସ୍କ । ଟ୍ୱିଟରରୁ ଏକାଧିକ ସାମ୍ବାଦିକଙ୍କ ଆକାଉଣ୍ଟ ସସପେଣ୍ଡ କରିଛନ୍ତି । ତେବେ ଏହି ବ୍ୟାନରେ ନ୍ୟୁୟର୍କ ଟାଇମ୍ସ ଓ ୱାସିଙ୍ଗଟନ ପୋଷ୍ଟ ସହ ବହୁ ବଡ଼ ବଡ଼ ସଂସ୍ଥାର ପତ୍ରକାରଙ୍କୁ ଟ୍ୱିଟରରୁ ସସପେଣ୍ଡ କରିଛନ୍ତି ମସ୍କ । ଟାଇମ୍ସର ରିପୋର୍ଟର ରେୟାନ ମେକ, ମାଶାବଲ କେ ରିପୋର୍ଟର ମେଟ ବାଇଣ୍ଡର, ପୋଷ୍ଟର ରିପୋର୍ଟର ଡ୍ରିଉ ହାରୱେଲ ଏବଂ ସିଏନଏନର ରିପୋର୍ଟର ଡ଼ାନର ଓ ସୁଲୀବନ ଆଦିଙ୍କ ଆକାଉଣ୍ଟକୁ ସସପେଣ୍ଡ କରିଛନ୍ତି ମସ୍କ । ତେବେ ଏକ ରିପୋର୍ଟ ଅନୁସାରେ, ସସପେଣ୍ଡ ହୋଇଥିବା ଟ୍ୱିଟର ୟୁଜର୍ସ ଟ୍ୱିଟର ମାଲିକଙ୍କ ଦ୍ୱାରା ହୋଇଥିବା ଅଧିଗ୍ରହଣ ପରେ ମସ୍କଙ୍କ ବିଷୟରେ ଲେଖିଥିଲେ ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ