ଇମ୍ରାନ ଖାନଙ୍କ ଘରେ ୩୦ରୁ ୪୦ ଆତଙ୍କବାଦୀ ! ଇମ୍ରାନ ଖାନଙ୍କ ଘରୁ ଆତଙ୍କବାଦୀଙ୍କୁ ବାହାର କରିବା ପାଇଁ ପୋଲିସର ଅପରେସନ୍ । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ବାସଭବନକୁ ଘେରିଲା ପୋଲିସ । ଲାହୋରସ୍ଥିତ ଜମାନ ପାର୍କରେ ପୋଲିସର ଅପରେସନ । ପେଶାଓ୍ୱାର କୋର କମାଣ୍ଡରଙ୍କ ଘର ଉପରେ ଆକ୍ରମଣ ଯୋଜନା । ଆତଙ୍କବାଦୀଙ୍କୁ ୨୪ ଘଣ୍ଟା ଭିତରେ ପୋଲିସ ହାତରେ ଅର୍ପଣ କରିବାକୁ ଇମ୍ରାନ ଖାନଙ୍କୁ ନିର୍ଦ୍ଦେଶ ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ