ଆଜି ପୁଣି ଇତିହାସ ରଚିବ ଇସ୍ରୋ । ହାଇଦ୍ରାବାଦର ଶ୍ରୀହରିକୋଟା ସ୍ଥିତ ସତିଶ ଧୱନ ସ୍ପେସ ସେଣ୍ଟରରୁ ୯ଟି ସାଟେଲାଇଟର ଉତକ୍ଷେପଣ ହେବ । ଏହା ମଧ୍ୟରେ ଓଶନସୈଟ୍ ୩ ଓ ୮ ଟି ନାନୋ ସାଟୋଲାଇଟ୍ ରହିଛି । ଯେଉଁଥିରେ ଭୁଟାନର ଏକ ସାଟେଲାଇଟ୍ ମଧ୍ୟ ସାମିଲ୍ ଅଛି । ପିଏସଏଲବି ସି ୫୪ ରକେଟ୍ ସାହାଯ୍ୟରେ ସାଟେଲାଇଟ୍ ଗୁଡିକୁ ମହାକାଶକୁ ପଠାଯିବ । ଅପରାହ୍ନ ୧୧ ଟା ୫୬ ମିନିଟ୍ ସମୟରେ ଏହାର ଲଞ୍ଚ କରାଯିବ ।
“The eyes believe themselves, the ears believe other people.”
More Stories
ଅଧିକ ଚା ପିଉଥିଲେ ଜାଣନ୍ତୁ ଏହି ନିୟମ
ଛତୁ ଭେଜ୍ ନା ନନଭେଜ୍
ଅତ୍ୟଧିକ ଆମ୍ବ ଖାଇଲେ ହୋଇଥାଏ ଏହି ସମସ୍ୟା