ବୋଷ୍ଟନ୍ରେ ପାଳିତ ହେବ ଭାରତୀୟ ସ୍ୱାଧୀନତା ଦିବସ । ଏଥିରେ ୩୨ଟି ଦେଶ ଭାଗ ନେବେ । ଏ ଅବସରରେ ଏକ ବିମାନ ୨୨୦ ଫୁଟର ଭାରତୀୟ ଜାତୀୟ ପତାକା ସହିତ ପ୍ରମୁଖ ଆମେରିକୀୟ ସହରରେ ଉଡ଼ାଣ ଭରିବ । ବୋଷ୍ଟନ୍ରେ ଭାରତର ସ୍ୱାଧୀନତା ଦିବସ ପାଳନ ଇତିହାସରେ ଚଳିତ ବର୍ଷର ସମାରୋହ ବିଭିନ୍ନ ଦୃଷ୍ଟିରୁ ପ୍ରଥମ ବୋଲି ପ୍ରଖ୍ୟାତ କମ୍ୟୁନିଟି ଲିଡର ଅଭିଷେକ ସିଂହ କହିଛନ୍ତି । ମାସାଚୁସେଟ୍ସର ଗଭର୍ନର ଚାର୍ଲି ବେକର୍ ୭୫ତମ ସ୍ୱାଧୀନତା ଦିବସକୁ ଭାରତ ଦିବସ ରୂପେ ଘୋଷଣା କରିଛନ୍ତି । ଆସନ୍ତା ୧୫ ତାରିଖରେ ଏହା ମାସାଚୁସେଟ୍ସର ବୋଷ୍ଟନ୍ ସ୍ଥିତ ଇଣ୍ଡିଆ ଷ୍ଟ୍ରିଟ୍ରେ ପାଳିତ ହେବ ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ