ଆନ୍ତର୍ଜାତିକ ଯାତ୍ରୀଙ୍କ ଲାଗି ବଦଳିଲା ନିୟମ । ଏଣିକି ଆବଶ୍ୟକ ନାହିଁ ଏୟାର ସୁବିଧା ଫର୍ମ ପୂରଣ । ଏହି ବ୍ୟବସ୍ଥାକୁ ହଟାଇଛନ୍ତି କେନ୍ଦ୍ର ସରକାର । ସ୍ବାସ୍ଥ୍ୟାବସ୍ଥା ସଂକ୍ରାନ୍ତରେ ଫର୍ମ ପୂରଣ ଏହି ବ୍ୟବସ୍ଥାରେ ଥିଲା ବାଧ୍ୟତାମୂଳକ । କୋଭିଡ ସଂକ୍ରମଣ ପରଠାରୁ ବଳବତ୍ତର ଥିଲା ନିୟମ । ଭାରତ ଆସିବାକୁ ଥିବା ଯାତ୍ରୀମାନେ କୋଭିଡ ଟିକାକରଣ ନେଇ ଏକ ଆତ୍ମଘୋଷିତ ଫର୍ମ ପୂରଣ ଲାଗି ବ୍ୟବସ୍ଥା ଥିଲା । ବର୍ତ୍ତମାନ ଠାରୁ ଏହି ନିୟମକୁ ହଟାଇ ଦିଆଯାଇଛି । ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍