ଜାତୀୟ ରାଜନୀତିରେ ବଢୁଛି ନବୀନଙ୍କ ଦବଦବା । ଆଜି ନବୀନଙ୍କୁ ଭେଟିବେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ସଂଘୀୟ ଗଣତନ୍ତ୍ରକୁ ସୁଦୃଢ କରିବାଠୁ ଆରମ୍ଭ କରି ବିଭିନ୍ନ ପ୍ରସଙ୍ଗରେ ସାରା ରାଜନୈତିକ ଜୀବନରେ ନବୀନ ସାଜିଛନ୍ତି ପଥପ୍ରଦର୍ଶକ । ତେବେ ନବୀନ ଓ ନୀତିଶଙ୍କ ଭେଟଘାଟକୁ ନେଇ ଜୋର ଧରିଛି ରାଜନୀତି । ନବୀନଙ୍କ ସହ ନୀତୀଶ କଣ ଆଲୋଚନା କରିବେ ତାହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ନୀତିଶ ସ୍ବତନ୍ତ୍ର ଭାବେ ମୁଖ୍ୟମନ୍ତ୍ରୀଙ୍କୁ ନବୀନ ନିବାସରେ ଦିନ ୧୨ଟା ବେଳେ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହାପୂର୍ବରୁ ମଧ୍ୟ ନୀତିଶ କୁମାର ଓଡ଼ିଶା ଆସି ନବୀନଙ୍କୁ ଭେଟିଛନ୍ତି ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ