ଧରାବତରଣ କରିବେ ମାଆ କାଳୀ । ଉତ୍ସବ ମୁଖର ହୋଇପଡିଛି ଗାଁ ଠୁ ସହର । କରୋନା କଟକଣା ଯୋଗୁଁ ଦୁଇବର୍ଷ ଧରି ପୂଜା ଫିକା ପଡିଥିଲା । ଚଳିତ ବର୍ଷ କୌଣସି କଟକଣା ନଥିବାରୁ ବହୁ ଆଡମ୍ବର ସହ କାଳୀପୂଜା ପାଳନ ହେଉଛି । ଚରମ୍ପାର ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଇବେ ମାଆ । ଅନ୍ୟପଟେ ମାଆ ଭଦ୍ରକାଳୀଙ୍କ ପୀଠରେ ମାଆଙ୍କ ସପ୍ତମାତୃକା ବେଶ ଅନୁଷ୍ଠିତ ହେଉଛି । ଆଜିଠୁ ମାଆଙ୍କ ବେଶ ସହ ଶତଚଣ୍ଡୀ ମହାଯଜ୍ଞ କରାଯିବ । ତେବେ ଏହି ପୂଜାରେ ମୁଖ୍ୟ ଆକର୍ଷଣ ପାଲଟିଛି ଚାନ୍ଦି ଓ ସୁନା ମେଢ ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ