ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୩ ପାଇଁ ପ୍ରସ୍ତୁତି ଆରମ୍ଭ । ଏହି ସିଜିନ୍ ପାଇଁ ନିଲାମ ଡିସେମ୍ବର ୨୩ ରେ କୋଚିରେ ଅନୁଷ୍ଠିତ ହେବ । ଆଇପିଏଲ ୨୦୨୩ ନିଲାମ ପାଇଁ ମୋଟ ୯୯୧ ଖେଳାଳି ପଞ୍ଜିକରଣ କରିଛନ୍ତି । ଏଥିରେ ୭୧୪ ଭାରତୀୟ ଏବଂ ୨୭୭ ବିଦେଶୀ ଖେଳାଳି ସାମିଲ ଅଛନ୍ତି । ଏଥର ଏହି ନିଲାମୀ ଅଧିକ ଅଷ୍ଟ୍ରେଲିୟ ଖେଳାଳି ଭାଗ ନେବାର ସୂଚନା ରହିଛି । ମୋଟ ୫୭ ଜଣ ଅଷ୍ଟ୍ରେଲୀୟ ଖେଳାଳି ଆଇପିଏଲ ୨୦୨୩ ନିଲାମର ଅଂଶ ହେବେ । ଏହା ପରେ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ସ୍ଥାନରେ ରହିଛି ବୋଲି ସୂଚନା ଦେଇଛନ୍ତି କ୍ରିକଟ ବୋର୍ଡର ସଚିବ ଜୟ ଶାହ୍ ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ଛାନିଆ ହେଲେଣି ପାକିସ୍ତାନୀ ଖେଳାଳୀ, ଭାରତ ଆସିବାକୁ ମନା କଲେ ନଦୀମ