ଅରୁଣାଚଳରେ ୬ଟି କରିଡର୍ ନିର୍ମାଣ ପ୍ରକଳ୍ପକୁ ମିଳିଲା ଅନୁମୋଦନ । ଚୀନ୍ ସୀମାନ୍ତ ନିକଟ ଅରୁଣାଚଳ ପ୍ରଦେଶରେ ସଡ଼କ ପଥ ସଂଯୋଗ ଉନ୍ନତ କରିବା ଲାଗି କେନ୍ଦ୍ର ସରକାର ଏନ୍ଏଚ୍-୧୫- ‘ଟ୍ରାନ୍ସ୍ ଅରୁଣାଚଳ ହାଇୱେଜ୍’ (ଏନ୍ଏଚ୍୧୩/ଏନ୍ଏଚ୍୨୧୫) ଏବଂ ସୀମାନ୍ତ ରାଜପଥ ବିକାଶକୁ ଅନୁମୋଦନ କରିଛନ୍ତି । ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟଦ୍ବାରା ଅନୁମୋଦିତ ଉକ୍ତ ପ୍ରକଳ୍ପ ସମୁଦାୟ ୨,୧୭୮ କିଲୋମିଟର୍ ଦୀର୍ଘ ୬ଟି କରିଡର୍ ନିର୍ମାଣ ନିମନ୍ତେ ପ୍ରସ୍ତାବ ଦେଇଛି । ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ସଡ଼କ ପଥ ସଂଯୋଗ ଉନ୍ନତ କରିବା । ସଡ଼କ ପଥ ସଂଯୋଗ ଉନ୍ନତ ହେଲେ ସୀମାନ୍ତ ଅଞ୍ଚଳକୁ ଜନସାଧାରଣ ଏବଂ ସଶସ୍ତ୍ରବାହିନୀର କଳକବ୍ଜା ପରିବହନ ନିମନ୍ତେ ଖୁବ୍ ସହାୟକ ହେବ ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ