ପାଖେଇ ଆସୁଛି ଦଶହରା । ତେବେ ଏହା ପୂର୍ବରୁ ବ୍ୟାପକ ବ୍ୟବସ୍ଥା କରୁଛି କମିଶନରେଟ୍ ପୋଲିସ । ସିଲଭରସିଟି ପରେ ଏବେ ରାଜଧାନୀରେ ପୂଜା ମାହୋଲରେ ଅପରାଧିକ କାର୍ଯ୍ୟକଳାପରେ ରୋକ୍ ଲଗାଇବାକୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି । ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍ ଓ କମିଶନରେଟ୍ ପୋଲିସ ପକ୍ଷରୁ ରାଜଧାନୀରେ ଲାଗିବ ଆଉ ୩୫୦ କ୍ୟାମେରା । ଏନେଇ ସହରର ୮୯ଟି ସ୍ଥାନକୁ ଚିହ୍ନଟ କରାଯାଇଛି । ଅପରାଧୀ, ଅପରାଧିକ କାର୍ଯ୍ୟକଳାପ ଓ ଟ୍ରାଫିକ ନିୟନ୍ତ୍ରଣ ଲାଗି ଆହୁରି ଅଧିକ କ୍ୟାମେରା ଲଗାଯିବ । ଯାହାର ସମୀକ୍ଷା କରିଛନ୍ତି BSCL ଏମଡି ସଞ୍ଜୟ ସିଂ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା