() ଅଗ୍ନିପଥ ଯୋଜନାକୁ ବିରୋଧ କରି ଆଜି ଭାରତ ବନ୍ଦ । ଅଗ୍ନିପଥକୁ ବିରୋଧ କରି ଆଜି କିଛି ସଙ୍ଗଠନ ଭାରତ ବନ୍ଦ ଡାକରା ଦେଇଛି । ଯାହାକୁ ନଜରରେ ରଖି ଆରଏଏଫ ଓ ଜିଆରପିକୁ ହାଇଆଲର୍ଟରେ ରଖାଯାଇଛି । ହିଂସାକୁ ଆପଣାଉଥିବା ଆନ୍ଦୋଳନକାରୀଙ୍କ ବିରୁଦ୍ଧରେ କଠୋରରୁ କଠୋର ଧାରା ଲଗାଇ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଭାରତ ବନ୍ଦ ସମୟରେ ପ୍ରତ୍ୟେକ ଗତିବିଧି ଉପରେ ନଜର ରଖିବା ସହ ମୋବାଇଲ, କ୍ୟାମେରା, ସିସିଟିଭି ସଂଗ୍ରହ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ହରିୟାଣାର ଫରିଦାବାଦ ପୋଲିସ ୨ ହଜାରରୁ ଅଧିକ ପୋଲିସକର୍ମୀ ମୁତୟନ କରିଛି ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ